Videos

Kiit: ପୁଣି ଅଶାନ୍ତ କିଟ୍ କ୍ୟାମ୍ପସ୍, ମୃତା ଛାତ୍ରୀଙ୍କ ରୁମ୍ ଭାଙ୍ଗି ଭିତରକୁ ପଶିଲେ, ଦେଖନ୍ତୁ ଭିଡିଓ

Kiit News: କିଟ୍ ରେ ଅଶାନ୍ତି ଥମିବାର ନାଁ ନେଉନି । ମୃତା ନେପାଳୀ ଛାତ୍ରୀ ରହୁଥିବା ରୁମ୍ ଭାଙ୍ଗିଛନ୍ତି କିଛି ମହିଳା । କବାଟ ଏବଂ କାଚ ଭାଙ୍ଗି ରୁମ୍ ଭିତରେ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା ।

Video Thumbnail
Share
Advertisement
Read More