Kili Paul sings Chhi Chhi Chhi Song: ଛି ଛି ଛି ଓଡ଼ିଆ କୋରାପୁଟିଆ ଗୀତ ବର୍ତ୍ତମାନ କେବେଳ ଓଡି଼ଶାରେ ନୁହେଁ ସାରା ବିଶ୍ୱର ଚହଳ ସୃଷ୍ଟି କରିଛି। ଦୀର୍ଘ ୨୪ ବର୍ଷ ତଳେ ଏହି ଗୀତ ତିଆରି କରାଥିଲା। କିନ୍ତୁ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ନିଆଁ ଲଗାଇଛି। ଏହି କ୍ରମରେ ପ୍ରସିଦ୍ଧ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କିଲି ପଲ୍ ଏହି ଗୀତକୁ ଚତ୍ମକାର ଭାବେ ଗାଇଛନ୍ତି। ଯାହାର ଭିଡିଓ ମଧ୍ୟ ଜୋରଦାର ଭାଇରାଲ୍ ହେଉଛି।
More Videos
More Videos
More Videos
More Videos
More Videos