ଶ୍ରୀ ଜଗନ୍ନାଥ ରତ୍ନ ଭଣ୍ଡାରରେ କ’ଣ ଅଛି? ଯଦିଓ ରେକର୍ଡ ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ଦୁଇଥର ଗଣାଯାଇସାରିଛି କିନ୍ତୁ ଏବେ ତା’ର ସ୍ଥିତି ବାବଦରେ ଉତ୍ସୁକତା ଦିନକୁ ଦିନ ବଢ଼ି ଚାଲିଛି। ଆଉ କିଛିଟା ଦିନ ଭିତରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ସ୍ପଷ୍ଟ କରିବା ସମ୍ଭାବନା ରହିଛି। ଯେଉଁଥିଲାଗି ଦୀର୍ଘ ୪୬ ବର୍ଷ ହେଲା ବନ୍ଦ ପଡ଼ିଥିବା ଭିତର ରତ୍ନ ଭଣ୍ଡାରକୁ ଆସନ୍ତା କାଲି ଖୋଲାଯିବାକୁ ନେଇ ପ୍ରସ୍ତୁତି କରୁଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତୁ ଜାଣିବା ବିଭିନ୍ନ ସମୟରେ ଯାଞ୍ଚ ହୋଇଥିବା ଏହି ରତ୍ନ ଭଣ୍ଡାରରେ କ’ଣ ରହିଥିଲା?
More Videos
More Videos
More Videos
More Videos
More Videos