Videos

Law Minister Reaction: ଆସନ୍ତା ବର୍ଷକୁ ମହାପ୍ରଭୁଙ୍କର ହେବ ସୁନାବେଶର ନୂଆ ସେଟ୍, ଆଇନମନ୍ତ୍ରୀଙ୍କ ସୂଚନା

Law Minister Reaction: ଆସନ୍ତା ବର୍ଷକୁ ମହାପ୍ରଭୁଙ୍କର ହେବ ସୁନାବେଶର ନୂଆ ସେଟ୍। ସୁନାବେଶରେ ଘୋଷଣା କଲେ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଏହା ମହାପ୍ରଭୃଙ୍କ ଇଚ୍ଛା ଉପରେ ନିର୍ଭର କରେ ବୋଲି କହିଛନ୍ତି ଆଇନମନ୍ତ୍ରୀ। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ବି ଏହି ନିଷ୍ପତି ହୋଇଥିଲା। ଏହାକୁ ନେଇ ସରକାର ନିଷ୍ପତି ନେବେ ଓ ଆଗାମୀବର୍ଷ ଆଉ ଏକ ସୁନାବେଶ ସେଟ୍ କରିବୁ। ପୁରୁଣା ସେଟ୍ କୁ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଜାଗାରେ ରଖାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

Video Thumbnail
Share
Advertisement
Read More