Videos

Dance Video: ଓଇ ଆମ୍ମା...ଗୀତରେ କୁନି ଝିଅଟି କଲେ ଏପରି ଡ୍ୟାନ୍ସ, ପଛରେ ପଡିଯିବେ ବଲିଉଡ୍ ଷ୍ଟାର!

Girl Dance Video: ସୋସିଆଲ୍ ମିଡିଆରେ ଏକ କୁନି ଝିଅର ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି। ଏହି ଭିଡିଓରେ କଳା ଏବଂ କମଳା ରଙ୍ଗର ପୋଷାକ ପିନ୍ଧିଥିବା ଏହି ଝିଅଟି ନିଜ ସ୍ୱାଗ୍ ସହ ଚତ୍ମକାର ଭାବେ ଡ୍ୟାନ୍ସ କରୁଛନ୍ତି। ଏହା ବହୁତ ଆଶ୍ଚର୍ଯ୍ୟଜନକ। "ଓଇ ଆମ୍ମା" ଗୀତରେ ଏହି ଝିଅଟିର ନୃତ୍ୟ ଲୋକମାନଙ୍କୁ ତାଙ୍କର ଦିୱାନା କରିଦେଇଛି। ଭିଡିଓ ଦେଖି ଲୋକେ କହୁଛନ୍ତି ଫେଲ୍ ମାରିବେ ବଲିଉଡ୍ ଷ୍ଟାର!

Video Thumbnail
Share
Advertisement
Read More