Videos

Student Dance Video: ଗୁରୁଦିବସରେ କୁନି ଛାତ୍ରୀର ଅଶ୍ଳିଳ ଡ୍ୟାନ୍ସ, ଉିଡିଓ ଭାଇରାଲ

Student Dance Video: ସେପ୍ଟେମ୍ବର ୫ ତାରିଖ ଥିଲା ଗୁରୁଦିବସ । ଏହିଦିନ ସ୍କୁଲ ଠାରୁ ଆରମ୍ଭ କରି ପ୍ରତିଟି ଶିକ୍ଷାନୁଷ୍ଠାନରେ ଗୁରୁ ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂଜା କରାଯାଏ। ତେବେ ଆଜିର ଦୁନିଆରେ ପ୍ରତିଟି କ୍ଷେତ୍ରରେ ପିଲା ମାନଙ୍କୁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ନାଁରେ ଅଶ୍ଳିଳତାର ଶିକ୍ଷା ଦିଆଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେ ଆପଣ ନିଜେ ନଦେଖିଲେ ବିଶ୍ୱାସ କରିବେନି। ଏ ଭିଡିଓରେ ଜଣେ କୁନି ଛାତ୍ରୀ ଡ୍ୟାନ୍ସର ଲିଡ୍ କରୁଛନ୍ତି। ଟ୍ରେଣ୍ଡିଂ ସଙ୍ଗ ଆଜ୍ କି ରାତ୍ ଗୀତରେ କୁନି ଝିଅର ଡ୍ୟାନ୍ସ ଦେଖି ୟୁଜର୍ସ ମାନେ ତାଙ୍କ ବାପା ମାଙ୍କୁ ଦୋଷ ଦେଇଛନ୍ତି। ଦେଖନ୍ତୁ ଭିଡିଓ...

 

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More