Videos

Little girls Dance video: 'ରମତା ଯୋଗୀ' ଗୀତରେ ଦୁଇ କୁନି ଝିଅ କଲେ ଚମତ୍କାର ଡ୍ୟାନ୍ସ, ଆପଣଙ୍କ ହୃଦୟକୁ ଛୁଇଁବ ଏହି ଭିଡିଓ

Little girls Dance video: ଛୋଟ ପିଲାମାନେ ପ୍ରାୟତଃ ସେମାନଙ୍କର ଅନନ୍ୟ ପ୍ରତିଭା ଦ୍ୱାରା ଆମକୁ ଆଶ୍ଚର୍ଯ୍ୟ କରିଥାନ୍ତି, ଏବଂ ନିକଟରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଦୁଇ ଛୋଟ ଝିଅ ଲୋକପ୍ରିୟ ଚଳଚ୍ଚିତ୍ର ତାଲର ରମତା ଯୋଗୀ ଗୀତରେ ଚତ୍ମକାର ଭାବେ ନାଚୁଥିବା ନଜର ଆସୁଛନ୍ତି। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓ ଏକ ସୋସିଆଲ ମିଡିଆ ସେନସେସନରେ ପରିଣତ ହୋଇଛି ଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଦେଖନ୍ତୁ ଏହି ଚତ୍ମକାର ଡ୍ୟାନ୍ସ ଭିଡିଓ।

viral dance video: ଛୋଟ ପିଲାମାନେ ପ୍ରାୟତଃ ସେମାନଙ୍କର ଅନନ୍ୟ ପ୍ରତିଭା ଦ୍ୱାରା ଆମକୁ ଆଶ୍ଚର୍ଯ୍ୟ କରିଥାନ୍ତି, ଏବଂ ନିକଟରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଦୁଇ ଛୋଟ ଝିଅ ଲୋକପ୍ରିୟ ଚଳଚ୍ଚିତ୍ର ତାଲର ରମତା ଯୋଗୀ ଗୀତରେ ଚତ୍ମକାର ଭାବେ ନାଚୁଥିବା ନଜର ଆସୁଛନ୍ତି। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓ ଏକ ସୋସିଆଲ ମିଡିଆ ସେନସେସନରେ ପରିଣତ ହୋଇଛି

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More