Rayagada Viral Video: ଏବେବି ବଞ୍ଚିରହିଛି ପୁରାତନ ପରମ୍ପରା ତାକୁ ନେଇ କଙ୍ଗାରୁକୋର୍ଟ, ଗୋଟିଏ ବଂଶର ହୋଇଥିବାରୁ ପ୍ରେମ କରିବା ମହଙ୍ଗା ପଡିଲା | ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ାଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ | ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି, ଗ୍ରାମଦେବୀଙ୍କ ପାଖରେ ପୂଜାପାଠ କରାଇବା ପରେ ବଳଦ ସ୍ଥାନରେ ଜଣେ ଯୁବକ ଓ ଯୁବତୀଙ୍କ କାନ୍ଧରେ ବାଧ୍ୟରେ ଯୁଆଳି ପକେଇ କ୍ଷେତରେ ଚାଷ କରିବାକୁ ବାଧ୍ୟ କରାଯାଉଛି |
More Videos
More Videos
More Videos
More Videos
More Videos