Viral Video: ମଧ୍ୟପ୍ରଦେଶରେ ଏକ ମାଇ କୁକୁର ତିନିଟି ଛୁଆ ଜନ୍ମ କରିଛି। ସେଥିମଧ୍ୟରୁ ଦୁଇଟି ବିଲେଇ ପରି ଦେଖାଯାଏ। ଏହି ଦୁଇ ଛୁଆର କାର୍ଯ୍ୟ ଏବଂ ସ୍ୱର ମଧ୍ୟ ବିଲେଇମାନଙ୍କ ଭଳି। ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଛନ୍ତି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଚନା କରାଯାଉଛି। ଆପଣ ମଧ୍ୟ ଦେଖନ୍ତୁ ଏହାର ଭିଡିଓ-

More Videos
More Videos
More Videos
More Videos
More Videos