Videos

Jagar Deepa: ବାବା ଆଖଣ୍ଡଳମଣୀଙ୍କ ପୀଠରେ ଭୋର ୪ଟା ୩୦ ରେ ଉଠିଲା ଜାଗର ଦୀପ

ଓଡ଼ିଶାର ପ୍ରସିଦ୍ଧ ତଥା ପୁରାତନ ଶୈବ ପୀଠ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣୀ ଙ୍କ ପୀଠରେ ମହା ଶିବରାତ୍ରି ଅବସରରେ ଭୋର 4.30 ସମୟରେ ମନ୍ଦିର ଚୁଡାରେ ମହାଦୀପ ସ୍ଥାପନ କରାଯାଇଛି l ଲକ୍ଷାଧିକ ଭକ୍ତ ଙ୍କ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଆରଡ଼ି ଧାମ l ସେବାୟତ ମାନେ ମହାଦୀପ ପ୍ରସ୍ତୁତ କରିବା ପରେ ପୂଜାର୍ଚନା କରାଯାଇ ମନ୍ଦିର ପରିକ୍ରମା କରାଯାଇ ଚୂଡ଼ା ରେ ସ୍ଥାପନ କରାଯାଇଛି l

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More