Monalisha Viral Video: 'ଭାଇରାଲ୍ ଗାର୍ଲ' ମୋନାଲିସା ମହକୁମ୍ଭ ପରଠାରୁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏବେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ମୋନାଲିସାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଉଦିତ ନାରାୟଣଙ୍କ ଗୀତ 'ତୁ ଚିଜ୍ ବଡ଼ି ହୈ ମସ୍ତ'ରେ ନାଚୁଥିବାର ଦେଖାଯାଉଛି। ମୋନାଲିସାଙ୍କ ଏହି ଭାଇରାଲ ଭିଡିଓ ପଛରେ ସତ୍ୟ କ’ଣ ଆସନ୍ତୁ ଜାଣିବା।
ପାଠକବନ୍ଧୁ ni8.out9 ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସା 'ମୋହରା' ଚଳଚ୍ଚିତ୍ରର 'ତୁ ଚିଜ୍ ବଡ଼ି ହୈ ମସ୍ତ' ଗୀତରେ ନାଚୁଥିବାର ଦେଖାଯାଉଛି। ତାଙ୍କର ବୋଲ୍ଡ ଷ୍ଟାଇଲ୍ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ଏକ ଫେକ୍ ଭିଡିଓ ଏବଂ ଏହାକୁ ଫେସ୍ ସ୍ୱାପ୍ ଟେକ୍ନୋଲୋଜିର ବ୍ୟବହାର କରି ତିଆରି କରାଯାଇଛି।

More Videos
More Videos
More Videos
More Videos
More Videos