Videos

Maharshi College: ଭୁବନେଶ୍ୱର ମହର୍ଷି କଲେଜରେ ଲଙ୍କାକାଣ୍ଡ, ବିୟର ବୋତଲରେ ମୁଣ୍ଡ ଫଟାଫଟି

Maharshi College: ଭୁବନେଶ୍ୱର ମହର୍ଷି କଲେଜରେ ଉତ୍ତେଜନା। କଲେଜ କ୍ୟାମ୍ପସରୁ ଛାତ୍ରଙ୍କୁ ଘୋଷାଡି ନେଇ ମାଡ଼ ମରାଯାଇଥିବା ଅଭିଯୋଗ। କଲେଜରେ ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେତୁ ଗୁରୁତର ଲାଇବ୍ରେରୀ ଆସିଷ୍ଟାଣ୍ଟ। କୌଣସି କାରଣ ଯୋଗୁ ଛାତ୍ରଙ୍କୁ କ୍ୟାମ୍ପସ ବାହାରକୁ ନେଇ ନିସ୍ତୁକ ମାଡ଼ ମରାଯାଇଛି। ଏହି ଝଗଡ଼ା ବନ୍ଦ କରିବାକିୁ ଯାଇ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି ଲାଇବ୍ରେରୀ ଆସିଷ୍ଟାଣ୍ଟ। ଛାତ୍ରଙ୍କ ବିୟର ବୋତଲ ମାଡରେ ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କ ମୁଣ୍ଡ ଫାଟିଯାଇଛି। ଲ୍ୟାବ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More