Videos

Mamta Mahua Dance: ପ୍ରଚାର ସମୟରେ ମହୁଆ ମୈତ୍ରାଙ୍କ ସହ ଥେଇ ଥେଇ ନାଚିଲେ ମମତା ଦିଦି, ଭିଡିଓ ଭାଇରାଲ୍

Mamta Banerjee Mahua Moitra Dance Video: ନାଦିଆ ଜିଲ୍ଲାରେ ଏକ ନିର୍ବାଚନ ରାଲିରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ଓ ଟିଏମସି ନେତା ମହୁଆ ମୈତ୍ର ଏକତ୍ର ନାଚିଥିଲେ। ମହୁଆ ସିଏମ ମମତା ବାନାର୍ଜୀଙ୍କ ସହ ନୃତ୍ୟର ଏକ ଭିଡିଓ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାରର ସବୁଠାରୁ ମଜାଦାର କ୍ଲିପ୍।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More