Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଷ୍ଟେଶନ ଆସିବା ପୂର୍ବରୁ ଟ୍ରେନ୍ ରୁ ଡେଇଁ ଫେରାର୍ ହେବାକୁ ଚେଷ୍ଟା କରୁଥିଲେ କିନ୍ତୁ ଡେଇଁବା ପରେ ରେଳ ଲାଇନରେ ପଡିଯାଇଥିଲେ ବ୍ୟକ୍ତିଜଣକ । ଟ୍ରେନ୍ ଭିତରୁ ଜଣେ ଯାତ୍ରୀ ଏହି ଦୃଶ୍ୟକୁ ନିଜ ମୋବାଇଲ୍ ମାଧ୍ୟମରେ ରେକର୍ଡ କରିଥିଲେ ।
More Videos
More Videos
More Videos
More Videos
More Videos