Videos

Jatra Stage: ନାଟକ ବେଳେ ଭୁଲିଗଲେ ପଶୁଙ୍କ ସୁରକ୍ଷା, ଭାଇରାଲ ହେଲା ଭିଡିଓ

Jatra Stage: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମର କାଞ୍ଜିଅଅଁଳା ଯାତ୍ରାରେ ତଳ ସାହିରେ ଲାଗିଥିବା ଚିକିଲି ରାମାୟଣ ନାଟ ରେ ସର୍ବ ସମ୍ମୁଖରେ ଜୀଅନ୍ତା ଘୁଷୁରୀ କୁ ଫାଡିକି ଛଟ ପଟ କରି ମାରି କି ଖାଇଲେ ନାଟକରେ ଅଭିନୟ କରୁଥିବା ବ୍ୟକ୍ତି। ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇଛି ।ପ୍ରଶାସନ ଏଠି ନୀରବ ଦ୍ରଷ୍ଟା ସାଜିଛି। ଆପଣ ବି ଦେଖନ୍ତୁ ଭିଡିଓ

 

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More