Videos

Video: ପରିଣତ ବୟସରେ କମାଲ୍ ଆଇଟମ୍ ଗୀତ ଗାଇଲେ ବୃଦ୍ଧ, ଭିଡିଓ ଭାଇରାଲ୍

Viral Video: ସୋସିଆଲ ମିଡିଆରେ ଏବେ ଏହି ଭିଡିଓଟି ଖୁବ ଭାଇରାଲ୍ ହେଉଛି । କମେଣ୍ଟ ବକ୍ସରେ ଲୋକମାନେ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କାରଣ ହେଉଛି, ବୃଦ୍ଧ ବୟସରେ ଏହି ବ୍ୟକ୍ତିଜଣକ ଖୁବ ସୁନ୍ଦର ଶୈଳୀରେ ଓଡ଼ିଆ ସିନେମା ଗୀତ ଗାଇଛନ୍ତି । ଏହି ଗୀତଟି ସଭିଙ୍କୁ ଖୁବ ପସନ୍ଦ ଆସୁଛି ।

Video Thumbnail
Share
Advertisement
Read More