Videos

Video: ଦାମୀ କାର୍ କିଣିବା ପରେ ପିଟି ପିଟି ଭାଙ୍ଗିଦେଲେ ଯୁବକ, ଭିଡିଓ ଭାଇରାଲ୍

Viral Video: ଲକଜରୀ କାର୍ କିଣିବାକୁ ଅନେକଙ୍କର ସ୍ୱପ୍ନ ଥାଏ । କେହି କେହି ନିଜ ସ୍ୱପ୍ନକୁ ସାକାର କରିପାରୁଥିବା ସମୟରେ କିଛି ଜଣଙ୍କର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ । କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯିଏ ନିଜ ସ୍ୱପ୍ନକୁ ସାକାର କରିବା ପରେ ଭାଇରାଲ୍ ହେବା ପାଇଁ ଲକଜରୀ କାର୍ କୁ କ୍ୟାମେରା ସାମ୍ନାରେ ଭାଙ୍ଗି ପାରନ୍ତି । ଏହି ଦୃଶ୍ୟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More