Videos

Video: ତମ୍ୱୁ ତଳେ ନୁହେଁ ଖୋଲା ଆକାଶରେ ଚାଲିଛି ଯାତ୍ରା ମେଲୋଡି, ଦେଖନ୍ତୁ ଭିଡିଓ

Viral Video: କରଲଗା ଛଅଦୋଳ ଯାତ୍ରା ସମୟରେ 'ଯାତ୍ରା ମହିମା' ପକ୍ଷରୁ ମେଲୋଡି ଏବଂ ନାଟକ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ଦର୍ଶକମାନେ ଖୋଲା ଆକାଶ ତଳେ ବସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ଏହି ଭିଡିଓଟି ଖୁବ ଭାଇରାଲ୍ ମଧ୍ୟ ହେବାରେ ଲାଗିଛି ସୋସିଆଲ ମିଡିଆରେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More