Viral Video: ମୋତେ ଜବରଦସ୍ତ ତାମିଲନାଡୁ ନେବା ପରେ ମୋ ଦେହ ସହିତ ଖେଳି ଏବେ ଘରେ ରଖିବାକୁ ମନା କରୁଛନ୍ତି ଆଜ୍ଞା। ମୁଁ କିନ୍ତୁ ତାଙ୍କୁ ଛାଡିବିନି। ମୋର ନ୍ୟାୟ ଦରକାର ଆଜ୍ଞା। ଏଭଳି କାନ୍ଦି କାନ୍ଦି ବିକଳ ହୋଇ ଜଣେ ଯୁବକ ଙ୍କ ନାଁ ରେ ଅଭିଯୋଗ କରୁଛନ୍ତି ଏହି ନାବାଳିକା ପୀଡିତା ଜଣକ।କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅଞ୍ଚଳରେ ଏହି ନାବାଳିକା ଙ୍କୁ ପାଖାପାଖି ବର୍ଷେ ତଳେ ଛତ୍ରକଣା ଗାଁର ସୌମ୍ୟରଞ୍ଜନ ଦେହୁରୀ ନାମକ ଜଣେ ଯୁବକ ଜୋର ଜବରଦସ୍ତ ତାମିଲନାଡୁ ନେଇକି ପଳାଇଥିଲେ। ସେଠାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ତାଙ୍କୁ ମାନସିକ ଯନ୍ତ୍ରଣା ସହିତ ଶାରୀରିକ ଯନ୍ତ୍ରଣା ଦେଇ ନିଜ ଘରେ ରଖିବାକୁ ମନା କରୁଛନ୍ତି।
More Videos
More Videos
More Videos
More Videos
More Videos