Viral Video: ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ବ୍ରାହ୍ମଣ ବେଶ ଧାରଣ କରି ଜଣେ ବ୍ୟକ୍ତିଙ୍କୁ ଆଶୀର୍ବାଦ ଦେବାସହ ତାଙ୍କ ନିକଟରୁ ଦକ୍ଷୀଣା ନେଇଛନ୍ତି ତାରା । ତେବେ ତାରାଙ୍କ ଏହି ବେଶକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟ ଚାଲିଛି ।
More Videos
More Videos
More Videos
More Videos
More Videos