Videos

Jatra Stage Video: ଚାଲିଥିଲା ଯାତ୍ରା, ହଠାତ୍ ମଝିରେ ପଶିଆସିଲା ହନୁମାଙ୍କଡ

Jatra Stage Video: ଯାତ୍ରା ପେଣ୍ଡାଲର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ହେଲେ ଏମିତି ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯାତ୍ରା ବହି ଚାଲିଛି ଆଉ ଏହାରି ମଧ୍ୟରେ ଗୋଟେ ହନୁ ମାଙ୍କଡ଼ ସିଧାସଳଖ ଷ୍ଟେଜ ଉପରକୁ ଆସି ଅଭିନେତାଙ୍କୁ ଗୋଇଠା ମାରିଥିଲା ପରେ ଅଭିନେତ୍ରୀଙ୍କ କାନ୍ଧ ଉପରେ ଯାଇ ବସିପଡ଼ିଥିଲା। ତେବେ ଏହି ମାଙ୍କଡଟି ଜଙ୍ଗଲୀ ନା ସେହି ଯାତ୍ରା ମହଲର ପୋଷା ବୋଲି ଚର୍ଚ୍ଚା ଚାଲିଛି। ଦେଖନ୍ତୁ ଭାଇରାଲ ଭିଡିଓ

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More