Dance Video: ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ମା' ନିଜର ଏକ ବର୍ଷର ପିଲାକୁ ଶାସ୍ତ୍ରୀୟ ନୃତ୍ୟ ଶିଖାଉଛି । ମାଆର ସ୍ୱର ଶୁଣି ପିଲାଟି ମଧ୍ୟ ତାଙ୍କ ମାଆଙ୍କୁ ଅନୁସରଣ କରିବାକୁ ଚେଷ୍ଟା କରୁଛି । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ୟୁଜର ସେୟାର କରିଛନ୍ତି । ଏହି ଭିଡିଓକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-
More Videos
More Videos
More Videos
More Videos
More Videos