ବିଭିନ୍ନ ସମୟରେ ବାଗେଶ୍ୱର ବାବା ଓ ଜୟା କିଶୋରୀଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି। ଜୟା କିଶୋରୀ ମଧ୍ୟ ଏହା ଉପରେ ନିଜର ସ୍ପଷ୍ଟୀକରଣ ରଖି ସାରିଛନ୍ତି। ତେବେ ନିକଟରେ ବାଗେଶ୍ୱର ବାବା ପୁରୀଧାମକୁ ଆସିଥିଲେ। ଏଠାରେ ତାଙ୍କ ସଂଗଠନର ପ୍ରଚାର ପ୍ରସାର କରିଥିଲେ। ତେବେ ଭୁବନେଶ୍ୱରରେ ଏକ ଆଧ୍ଯାତ୍ମିକ ଚ୍ଯାନେଲର ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ଯୋଗ ଦେବା ଅବସରରେ ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ଜୟା କିଶୋରୀଙ୍କୁ ଯେତେବେଳେ ୧୪ରୁ ୧୫ବର୍ଷ ବୟସ ହୋଇଥିଲା ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।
More Videos
More Videos
More Videos
More Videos
More Videos