Accident Video: କେନ୍ଦୁଝରରେ ଟ୍ରାକ୍ଟର କୁ ପଛରୁ ପିଟିଲା ବୁଲେଟ, ଜଣେ ମୃତ ଜଣେ ଗୁରୁତର। ମୃତକ ହେଲେ ହଳଦିଆଟାଙ୍ଗିରୀ ଗାଁ ର ଏସ୍ ଏନ୍ ହାର୍ଦ୍ଦିକ ବାରିକ। ତାଙ୍କ ପିତା ଜଣେ ସୁନାମଧନ୍ୟ ଲେଖକ ଓ ଗବେଷକ ସେ ଅନେକ ବହି ଲେଖିଛନ୍ତି।ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା ଅନୁସାରେ ଆଜି ଅପରାହ୍ମ ସମୟ ରେ ହାର୍ଦ୍ଦିକ ତାଙ୍କର ଜଣେ ସାଙ୍ଗଙ୍କ ସହ ନିଜ ବୁଲେଟ ରେ ବୋଦାପଳଶା ଗାଁ ରାସ୍ତା ଦେଇ ଯାଉଥିବା ସମୟର ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରାକ୍ଟରରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହାର୍ଦ୍ଦିକଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ସାଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାସ୍ଥଳ ରେ ସଦର ଥାନା ପହଂଚି ତଦନ୍ତ ଆରମ୍ଭ କରିଛି।

More Videos
More Videos
More Videos
More Videos
More Videos