Videos

Dhoni Dance: ଅନନ୍ତ ଅମ୍ବାନୀଙ୍କ ପ୍ରିୱେଡିଂରେ ସାଥି ହୋଇ ଦାଣ୍ଡିଆ ଖେଳିଲେ ଧୋନି-ବ୍ରାଭୋ

Dhoni Dance: ଆଜିକାଲି ଗୁଜୁରାଟର ଜାମନଗରରେ ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ଭାବି ସାନ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହର ପ୍ରି ୱେଡିଂ ସେଲିବ୍ରେସନ ବେଶ ଧୂମଧାମରେ ପାଳନ କରାଯାଉଛି। ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ତାରକା, ରାଜନେତା, ଅଭିନେତା, କ୍ରିକେଟର ଏବଂ ବଡ ବ୍ୟବସାୟୀ ଜାମନଗରରେ ପହଞ୍ଚିଛନ୍ତି। ବିବାହ ପୂର୍ବର କାର୍ଯ୍ୟର ଅନେକ ଫଟୋ ଏବଂ ଭିଡିଓ ଏବେସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Video Thumbnail
Share
Advertisement
Read More