Videos

Video: ମଦ ବୋତଲ ଧରି ଛାତ ଉପରେ ଏମିତି ହରକତ, କଳାକାରଙ୍କ ଭିଡିଓ ଭାଇରାଲ୍

Viral Video: ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ଐସ୍ ମହାନ୍ତିଙ୍କ ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ହାତରେ ମଦ ବୋତଲ ଧରି ନିଜ ସହକଳାକାରଙ୍କ ସହ ନୃତ୍ୟ ପରିବେଷଣ କରିଛନ୍ତି ଐସ୍ । ଛାତ ଉପରେ ଦମଦାର ଷ୍ଟେପ୍ ପକାଇ ସୁନ୍ଦର ରିଲ୍ସଟିଏ ପ୍ରସ୍ତୁତ କରିଛନ୍ତି ନୂଆ ଗୀତରେ ।

Video Thumbnail
Share
Advertisement
Read More