Videos

VIDEO: ବାବୁଶାନଙ୍କୁ ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ନବୀନ ପଟ୍ଟନାୟକ, ଦେଖନ୍ତୁ ଏହି ଭଡିଓ

Naveen Patnaik Inquires About Uttam Mohanty’s Health: ଲୋକପ୍ରିୟ କଳାକାର ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ରହିଛି। ଏବଂ ସେ ବର୍ତ୍ତମାନ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ଗୁରୁବାର ଦିନ ବାବୁଶାନଙ୍କ ସହ କଥା ତାଙ୍କ ପିତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିଛନ୍ତି। ଏହା ସମେତ ସେ ଉତ୍ତମ ମହାନ୍ତିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। 

Video Thumbnail
Share
Advertisement
Read More