Videos

Actress Rani Panda: ନୂଆ ଲୁକରେ ନଜର ଆସିଲେ ଅଭିନେତ୍ରୀ ରାଣୀ ପଣ୍ଡା, ଦେଖନ୍ତୁ ଏହି ଭିଡିଓ

Actress Rani Panda: ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ରିଲ୍ସ ସୋସିଆଲ ମିଡିଆରେ ନିଆଁ ଲଗାଇଛି। ଏହି ରିଲ୍ସକୁ ଅନେକ ଫ୍ୟାନ୍ସ ପସନ୍ଦ କରିଥିବା ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ଅଭିନେତ୍ରୀ ରାଣୀ ପଣ୍ଡା ଏକ ନୂଆ ଲୁକରେ ନଜର ଆସୁଛନ୍ତି। ଏହି ଲୁକ୍ କୁ ତାଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି।

Video Thumbnail
Share
Advertisement
Read More