Videos

Cyclone Update: ବାତ୍ୟା ଦାନାର ଲ୍ୟାଣ୍ଡଫଲ ପରେ କେମିତି ରହିଛି ସ୍ଥିତି, ଶୁଣନ୍ତୁ କଣ କହୁଛନ୍ତି ନିର୍ଦ୍ଦେଶକ

Heavy Rain Fall: ଭୁବନେଶ୍ୱର: ଦାନା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। କଟକ ଭୁବନେଶ୍ୱର ସମେତ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭଦ୍ରକର ଚାନ୍ଦବାଲି ଅଞ୍ଚଳରେ ସର୍ବାଧିକ ୧୫୮.୬ ମିଲି ବର୍ଷା ହୋଇଛି। ଭଦ୍ରକ ପରେ କେନ୍ଦ୍ରାପଡ଼ରେ ମଧ୍ୟ ଜୋରଦାର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ନଜର ପକାନ୍ତୁ ପୂରା ତାଲିକା ଉପରେ କେଉଁଠି କେତେ ବର୍ଷା ହୋଇଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More