Videos

Video: ସୁପରଷ୍ଟାର ଅନୁଭବ ମହାନ୍ତି ବାତ୍ୟା ସମ୍ପର୍କରେ ଏମିତି କହିଲେ, ଭିଡିଓ ଭାଇରାଲ୍

Video: ବାତ୍ୟା 'ଦାନା'କୁ ନେଇ ଲୋକଙ୍କ ମନରେ ଭୟ ରହିଥିବା ସମୟରେ ସୁପରଷ୍ଟାର ଅନୁଭବ ମହାନ୍ତି ନିଜ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ବାତ୍ୟାକୁ ନେଇ ଆଦୌ ଭୟବୀତ ହୁଅନ୍ତୁ ନାହିଁ କିମ୍ୱା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଆମେ ପୂର୍ବରୁ କେତେ ବଡ଼ ବଡ଼ ବାତ୍ୟାସବୁକୁ ସାହସର ସହ ମୁକାବିଲା କରି ଆସିଛୁ । କାଳିଆ ଠାକୁର ଅଛନ୍ତି ସବୁକିଛି ଠିକ୍ କରିଦେବେ ।

Video Thumbnail
Share
Advertisement
Read More