Manoj Mishra Video: ପଶ୍ଚିମ ଓଡ଼ିଶା ପ୍ରସଙ୍ଗକୁ ନେଇ ସବ୍ୟସାଚୀଙ୍କୁ କାହିଁକି ଏମିତି କହିଲେ ମନୋଜ ମିଶ୍ର । କାରଣ ସମ୍ବଲପୁରୀ ଦିନ୍ ରେ ଅଭିନେତା ସବ୍ୟସାଚୀ ମିଶ୍ର ଏକ ଭିଡିଓ ଜାରି କରିଥିଲେ। ତେବେ ଏହାକୁ ନେଇ ମନୋଜ ମିଶ୍ର କହିଥିଲେ ଯେ, ଯେବେ ସମ୍ବଲପୁରୀ ଭାଷାକୁ ଗାଳି ପଡୁଥିଲା ଆପଣ କୋଉଠି ଥିଲେ। ଏହା ସହ ଡାଇରେକ୍ଟର ସବ୍ୟସାଚୀ ମହାପାତ୍ରଙ୍କ ଆଗାମୀ ଫିଲ୍ମର ଷ୍ଟାର କାଷ୍ଟକୁ ନେଇ କିଛି ଏମିତି କହିଛନ୍ତି ମନୋଜ ମିଶ୍ର। କାରଣ ତାଙ୍କ କହିବା କଥା ସମ୍ବଲପୁରୀ ଭାଷା ଓ ଲୋକଙ୍କୁ ଭକୁଆ ବନାଯାଉଛି। ଆପଣ ପୂରା ଭିଡିଓ ଦେଖନ୍ତୁ, ମତାମତ ଦିଅନ୍ତୁ...ଏହି ଭିଡିଓଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ଭାଷା ଓ ଲୋକଙ୍କୁ ନେଇ ବେଶ୍ ଆନ୍ଦୋଳିତ ହୋଇଛି ।
More Videos
More Videos
More Videos
More Videos
More Videos