Videos

Sabyasachi Archita Video: ବାଥରୁମରେ ବି ସବ୍ୟସାଚୀଙ୍କୁ ଜଗୁଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା, Video ହେଲା ଭାଇରାଲ

Sabyasachi Archita Video: ପ୍ରେମ ବିବାହ କରିଥିବା ଓଲିଉଡ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା। ସବୁବେଳେ ନିଜ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି ସବ୍ୟ ଓ ଅର୍ଚ୍ଚିତା। ତେବେ କିଛିଘଣ୍ଟା ତଳୁ ସବ୍ୟସାଚୀ ସେୟାର କରିଥିବା ଭିଡିଓକୁ ଦେଖି ହସି ହସି ଗଡିଛନ୍ତି ତାଙ୍କ ଫ୍ୟାନ୍ସ। ଏହି ଭିଡିଓରେ ସବ୍ୟଙ୍କୁ ବାଥରୁମରେ ବି ଅର୍ଚ୍ଚିତା ଜଗୁଥିବା କହିଛନ୍ତି। ତେବେ ପୂରା କଥାଟି ହେଲା ସବ୍ୟଙ୍କ ବାଥରୁମରେ ଏକସ୍ଥାନରେ ଓଡ଼ିଆ ପେପର ରଖାଯାଇଥିଲା। ଆଉ ସେହି ପୋଷ୍ଟରେ ଅର୍ଚ୍ଚିତା ରହିଥିଲେ। ଆଉ ସବ୍ୟସାଚୀ ଏହାକୁ ମଜାଳିଆ ଢଙ୍ଗରେ କ୍ୟାପସନ ଲେଖିଥିଲେ ଯେ Side effects of having a famous wife ....

Video Thumbnail
Share
Advertisement
Read More