Videos

ଏମିତି ନିଜକୁ ଫିଟ୍ ରଖନ୍ତି ଅଭିନେତ୍ରୀ ବିଦୁସ୍ମିତା, ପାର୍କରୁ ଭାଇରାଲ୍ ହେଲା ଏହି ଭିଡିଓ,ଦେଖନ୍ତୁ

BiduSmita Viral Video: ଓଡିଆ ଅଭିନେତ୍ରୀ ବିଦୁସ୍ମିତା ଦାସ ମନ୍ତ୍ରୀ। ଏକାଧିକ ଆଲବମ୍ ଓ ଫିଲ୍ମର ଆଇଟମ୍ ଗୀତରେ ତାଙ୍କୁ ଦେଖିବାକୁ ମିଳିଛି । ତାଙ୍କର ଚମକ୍କାର ଅଭିନୟ ଲୋକଙ୍କ ମନ କିଣେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ତେବେ, ଆସନ୍ତୁ ଜାଣିବା ନିଜକୁ କେମିତି ଫିଟ୍ ରଖନ୍ତି ବିଦୁସ୍ମିତା। ଦେଖନ୍ତୁ ଏହି ଭିଡିଓରେ...

 

Video Thumbnail
Share
Advertisement
Read More