Videos

Video: ଓଡ଼ିଆ ଅଭିନେତ୍ରୀ ଚିକିଙ୍କ ଭିଡିଓ ଭାଇରାଲ୍

Viral Video: ଓଡ଼ିଆ ଅଭିନେତ୍ରୀ ନେହା ନାଗେଶ୍ୱରୀ ଖୁବ କମ ବୟସରେ ଦର୍ଶକଙ୍କ ଭଲ ପାଇବା ସାଉଣ୍ଟି ପାରିଛନ୍ତି । ଛୋଟ ପରଦା ତଥା ଧାରାବାହିକଠାରୁ ଆରମ୍ଭ କରି ମ୍ୟୁଜିକ ଭିଡିଓ ପର୍ଯ୍ୟନ୍ତ ସବୁଠି ରହିଛି ନେହାଙ୍କ କ୍ରେଜ୍ । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ବିଭିନ୍ନ ଗୀତରେ ରିଲ୍ସ ପ୍ରସ୍ତୁତ କରି ନେହା ନିଜ ପ୍ରଶଂସକଙ୍କ ନିକଟରୁ ଖୁବ ଭଲପାଇବା ସାଉଣ୍ଟୁଛନ୍ତି ।

Video Thumbnail
Share
Advertisement
Read More