Cookies Swain Video: ଏନଗେଜମେଣ୍ଟର ନୂଆ ଭିଡିଓ ସେୟାର କଲେ ଅଭିନେତ୍ରୀ କୁକିଜ୍ ସ୍ୱାଇଁ । ଖୁବଶୀଘ୍ର ହାତକୁ ଦି ହାତ ହେବେ ଅଭିନେତ୍ରୀ କୁକିଜ୍ ସ୍ୱାଇଁ ଓ ଅଭିନେତା ଜୟଦେବ ରାଉଳ। ତେବେ ଏହି ଚର୍ଚ୍ଚିତ ଯୋଡ଼ିଙ୍କର ଏନଗେଜମେଣ୍ଟ ବା ନିର୍ବନ୍ଧ ଶେଷ ହୋଇସାରିଛି। ନିର୍ବନ୍ଧ ଶେଷ ପରେ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଦୁହିଁଙ୍କର ବିବାହ ଫେବୃଆରୀ ମାସ ୨୩ ରେ ହେବ ଚର୍ଚ୍ଚା ଜୋର ଧରିଛି।
More Videos
More Videos
More Videos
More Videos
More Videos