Actress Debjani Video: ଭାଇରାଲ ହେଲା ଅଭିନେତ୍ରୀ ଦେବଯାନୀଙ୍କ ୱେଡିଂ ସୁଟ୍ ଫଟୋ, ଦେଖନ୍ତୁ । ଏବେ ଚାଲିଛି ବିବାହ ସିଜି୍ନ । ତେବେ ଏହାରି ମଧ୍ୟରେ ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଅଭିନେତ୍ରୀ ଦେବଯାନୀଙ୍କ ମ୍ୟାରେଜ୍ ଲୁକ୍ ର କିଛିଟା ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଫଟୋ ଓ ଭିଡିଓ ତାଙ୍କ ବିବାହ ର ସତସତିକା ଫଟୋ କି ଭିଡିଓ ନୁହେଁ ଏହା ଏକ ସୁଟିଂସେଟର ବୋଲି ଜଣାପଡିଛି।
More Videos
More Videos
More Videos
More Videos
More Videos