Videos

Elina Samantray: ନିଜ ବାହାଘରର ଆଉ ଏକ ସିକ୍ରେଟ ଭିଡିଓ ସେୟାର କଲେ ଏଲିନା

Elina Samantray: ଓଲିଉଡର ସବୁଠୁ ଚୁଲୁବୁଲି ନାୟିକା ଏଲିନା ସାମନ୍ତରାୟ ପୁଣିଥରେ ଚର୍ଚ୍ଚାରେ । ଗତବର୍ଷ ସିକ୍ରେଟ ମ୍ୟାରେଜ୍ କରିଥିବା ଅଭିନେତ୍ରୀ ଏବେ ପୁଣି ନିଜ ସୋସିଆଲ ମିଡିଆ ରେ ଏକ ଭିଡିଓ ସେୟାର କରିଛନ୍ତି । ନିଜର ବାହାଘରକୁ ଆହୁରି ସ୍ମରଣୀୟ କରିବାକୁ ଏକ ଆଲୁମିନି ହ୍ୟାଣ୍ଡ ଷ୍ଟାଚ୍ୟୁ ର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ସ୍ୱାମୀଙ୍କ ସହ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଏଥିରେ ତାଙ୍କର ନାଁ ଅନୁରାଗ ଓ ଏଲିନା ସହ ତାରିଖ ଲେଖା ରହିଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More