Elina Samantray Video: ଓଡ଼ଆ ଅଭିନେତ୍ରୀ ଏଲିନା ସାମନ୍ତ ରାୟ। 'ଇସ୍କ ତୁ ହି ତୁ' ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଏ-ଲିନା ଓଲିଉଡ଼ ଜଗତର ଏବେ ଜଣେ ଆଗଧାଢିର ନାୟିକା। ନିକଟରେ ଏ ନିଜ ପ୍ରେମିକ ଅନୁରାଗଙ୍କୁ ବିବାହ କରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଅନୁରାଗଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ଭାଇରାଲ୍ ହୋଇଛି। ଦେଖନ୍ତୁ...
More Videos
More Videos
More Videos
More Videos
More Videos