Videos

Actress Lipi Kite Video: ମକର ସଂକ୍ରାନ୍ତିର କାହା ସହ ମିଶି ଗୁଡ଼ି ଉଡ଼ାଇଲେ ଅଭିନେତ୍ରୀ ଲିପି?

Actress Lipi Kite Video: ଆଜି ପବିତ୍ର ମକର ସଂକ୍ରାନ୍ତି । ଏନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ। ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ଏହିଦିନ ଗୁଡି ଉଡ଼ାଯାଇଥାଏ ଏହାସହ ମକର ଚାଉଳ ଖିଆଯାଏ। ଏଥିରୁ ବାଦ୍ ପଡିନାହାଁନ୍ତି ଦିଦି ନମ୍ବର ୱାନ ହୋଷ୍ଟ ତଥା ଓଲିଉଡ ଅଭିନେତ୍ରୀ ଲିପି ମହାପାତ୍ର। ଛାତ ଉପରେ କିଛି ଯୁବତୀଙ୍କ ସହ ମିଶି ଗୁଡ଼ି ଉଡ଼ାଇଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଆଉ ଏହି ସମୟର ଏକ ଶାନଦାର ଭିଡିଓ ହେବା ଭାଇରାଲ ହେବାରେ ଲାଗିଛି।

 

Video Thumbnail
Share
Advertisement
Read More