Actress Lipsa Mishra Viral Video: ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଅନେକ କଥାଚିତ୍ର ଏବଂ ସିରିଏଲରେ ଅଭିନୟ କରିଛନ୍ତି। କହିରଖୁଛୁ ଯେ ଏହି ଅଭିନେତ୍ରୀ ସୋସିଆଲ୍ ମିଡିଆରେ ପ୍ରାୟତଃ ଆକ୍ଟିଭ୍ ରହିଥାନ୍ତି ଏବଂ ସମୟ ସମୟରେ ନିଜ ପ୍ରଂଶସକଙ୍କ ପାଇଁ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ଟ୍ରାଡିସନାଲ୍ ଲୁକରେ ଝୁମୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-
More Videos
More Videos
More Videos
More Videos
More Videos