Videos

Lipsa Mishra: ରୁମ୍- ଭିତରୁ ଭାଇରାଲ୍ ହେଲା ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଏହି ଭିଡିଓ, ତାତିଲେ ଫ୍ୟାନ୍ସ

Lipsa Mishra: ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର। ଏକାଧିକ ସିରିୟଲ୍ ଓ ଫିଲ୍ମ ସହ କେତେକ ରିୟଲିଟି ସୋ-ରେ ସେ ଜଜ୍ ଭାବେ ନଜର ଆସୁଛନ୍ତି। ଗତବର୍ଷ ଫେବୃଆରୀ ମାସ ୨୭ ତାରିଖରେ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀଙ୍କୁ ନେଇ ଅନେକ ଟ୍ରୋଲ୍ କରାଯାଇଥିଲା। ତେବେ, ଏ-ହାରି ଭିତରେ ଲିପ୍ସାଙ୍କ ଆଉ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତାହା ପୁଣି ଜଣେ କିନି ପିଲା ସହ। ଦେଖନ୍ତୁ ଲିସ୍ପା କୁନି ପିଲା ହାତରେ କଣ ସବୁ କାମ କରାଉଛନ୍ତି। ଲିପ୍ସାଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ମାନେ ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି। ଦେଖନ୍ତୁ...

Video Thumbnail
Share
Advertisement
Read More