Lipsa Mishra: ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର। ଏକାଧିକ ସିରିୟଲ୍ ଓ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। ଏପରିକି ଆଉ କେତେକ ରିୟଲିଟି ସୋ-ରେ ସେ ଜଜ୍ ଭାବେ ନଜର ଆସୁଛନ୍ତି। ଗତବର୍ଷ ଫେବୃଆରୀ ମାସ ୨୭ ତାରିଖରେ ବ୍ୟବସାୟୀ ଆକାଶ ମିଶ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀଙ୍କୁ ନେଇ ଅନେକ ଟ୍ରୋଲ୍ କରାଯାଇଥିଲା। ତେବେ, ଏ-ହାରି ଭିତରେ ଲିପ୍ସା ଓ ଅଭିନେତା ରାଜ୍ ରଜେଶଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଦେଖନ୍ତୁ...
More Videos
More Videos
More Videos
More Videos
More Videos