Mamta Nanda Video: ପୁଣିଥରେ ଅଭିନେତ୍ରୀ ମମତା ନନ୍ଦଙ୍କ ଭିଡିଓ ହେଲା ଭାଇରାଲ । କିଛିଦିନ ତଳେ ସେୟାର କରିଥିବା ଏହି ଭିଡିଓରେ ଅଭିନେତ୍ରୀ ଜସ୍ମିନ ରଥ, ଶୈଳେନ୍ଦ୍ର ଓ ଅନ୍ୟ କଳାକାର ମାନେ ବି ରହିଛନ୍ତି । ତେବେ ଏଥିରେ ଅଭିନେତା ତଥା ସ୍ୱାମୀ ମନୋଜ ମିଶ୍ର ବି ରହିଛନ୍ତି । ଆଉ ଏହି ଭିଡିଓରୁ ଅନୁମାନ କରାଯାଉଛି ଯେ, ଆଗାମୀ କିଛି ପ୍ରୋଜେକ୍ଟର କାମ ଉପରେ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ମମତା ନନ୍ଦ। ତେବେ ଏଇ କିଛି ସେକେଣ୍ଡର ଭିଡିଓରେ ଫ୍ୟାନ୍ସ ମାନେ ବି ଭଲ ରେସପଣ୍ଡ କରିଛନ୍ତି।
More Videos
More Videos
More Videos
More Videos
More Videos