Videos

Nainaa Dash Video: ସୁଇମିଂ ପୁଲ୍ ରୁ ଭାଇରାଲ ହେଉଛି ଓଡ଼ିଆ ଅଭିନେତ୍ରୀ ନୈନା ଦାସଙ୍କ ଏହି ଭିଡିଓ...

Nainaa Dash Video: ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ନୈନା ଦାସ। ସେ ଡ଼ିଆ ଫିଲ୍ମ ସ‌ହ ତେଲୁଗୁ, ଛତିଶଗଡ଼ି ଏବଂ ବେଙ୍ଗଲି ଫିଲ୍ମରେ ଅଭିନୟ କରିଛନ୍ତି। ନୈନା ୨୦୦୨ ରେ ମା ମଙ୍ଗଳା ଫିଲ୍ମ ଜରିଆରେ ଓଡ଼ିଆ ଫିଲ୍ମ ଜଗତରେ ଅଭିନୟ ଆରମ୍ଭ କରିଥିଲେ। ସୁଇମିଂ ପୁଲ୍ ରେ ନିଜ ପୁଅଙ୍କ ମସ୍ତି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ...
 
Video Thumbnail
Share
Advertisement
Read More