Prakruti Mishra New Video: ପୁଣିଥରେ ଭାଇରାଲ ହେଲା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ। ଅଭିନେତ୍ରୀ ପ୍ରକୃତି ମିଶ୍ର ସର୍ବଦା ନିଜ ସୋସିଆଲ ମିଡିଆ ଜରିଆରେ ଆକ୍ଟିଭ ରହିଥାନ୍ତି। ତେବେ ପ୍ରତିଟି ଫଟୋ ହେଉ ବା ଭିଡିଓ ସେ ସବୁକୁ ସେୟାର କରିଥାନ୍ତି ପ୍ରକୃତି। ସବୁଠାରୁ ବଡ଼ କଥା ହେଲା ପ୍ରକୃତି ଅଭିନେତ୍ରୀ ସହ ବହୁତ ସୁନ୍ଦର ଗୀତ ମଧ୍ୟ ଗାଇଥାନ୍ତି ଯାହା ଫଳରେ ତାଙ୍କର ଇନଷ୍ଟାଗ୍ରାମରେ ମିଲିୟନ ଭ୍ୟୁଅର୍ସ ସହ ମିଲିୟନ ସବସ୍କ୍ରାଇବର ରହିଛନ୍ତି। ତେବେ ଏହି ଭିଡିଓ ଭାଇରାଲ ହୋଇଛି ଯେଉଁଠି ସେ ପାର୍କରେ ମସ୍ତି କରୁଥିବାର ନଜର ଆସିଛନ୍ତି।
More Videos
More Videos
More Videos
More Videos
More Videos