Prakruti Mishra Viral Video: ଏବେ ବେଶ୍ ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ପ୍ରକୃଚି ମିଶ୍ର । କେବଳ ଜଣେ ଯେ ଅଭିନେତ୍ରୀ ତାହା ନୁହେଁ ବରଂ ପ୍ରକୃତି ମିଶ୍ର ନିଜ ଗୀତ ମାଧ୍ୟମରେ ବି ନିଜ ଫ୍ୟାନ୍ସ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଛନ୍ତି। ତେବେ ଅନେକ ସମୟରେ ନିଜର ଆଡ୍ ହେଉ ବା ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଭିଡିଓ ସେୟାର କରିଥାନ୍ତି ପ୍ରକୃତି। ଆଉ ଏବେ ଇନଷ୍ଟାଗ୍ରାମରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଖୁବ୍ ସୁନ୍ଦର ଦିଶୁଛନ୍ତି । ଦେଖନ୍ତୁ ସେହି ଭିଡିଓ...
More Videos
More Videos
More Videos
More Videos
More Videos