ଚର୍ଚ୍ଚାରେ ରୁହନ୍ତି ପ୍ରକୃତି ମିଶ୍ର। ନିଜ ଫିଲ୍ମ ପାଇଁ ହେଉ ବା ନିଜ ଗୀତ ପାଇଁ ହେଉ। ସୁନ୍ଦର ସୁନ୍ଦର ଗୀତ ଗାଇ ଫ୍ୟାନ୍ସଙ୍କ ମନ କିଣନ୍ତି ପ୍ରକୃତି ମିଶ୍ର । ତେବେ କିଛି ଘଣ୍ଟା ପୂର୍ବରୁ ପ୍ରକୃତି ମିଶ୍ର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ରେ ସେ ଅତି ସୁନ୍ଦର ଗୀତଟେ ଗାଇଛନ୍ତି ଯାହାକୁ ବେଶ୍ ପ୍ରଂଶସା କରିଛନ୍ତି ତାଙ୍କ ଫ୍ୟାନ୍ସ।
More Videos
More Videos
More Videos
More Videos
More Videos