Videos

Prakruti Mishra Video: ବାବୁଶାନ-ଙ୍କୁ ଭୂଲି ଏହି ଯୁବକଙ୍କୁ ଡେଟ୍ କରୁଛନ୍ତି ପ୍ରକୃତି! ଭିଡିଓ ହେଲା ଭଇରାଲ୍

Prakruti Mishra Video: ପୁଣି ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ୨୦୨୨ ମସିହାରେ ବାବାଶାନଙ୍କୁ ପ୍ରକୃତି ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା ବାବୁଶାନଙ୍କ ପତ୍ନୀ ତୃପ୍ତି ଉଭୟଙ୍କୁ କାର ମଧ୍ୟରୁ ଧରିଥିଲେ। ଆଉ ପ୍ରକୃତିଙ୍କୁ ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ। ପରେ, ବାବୁଶାନଙ୍କ ଜୀବନରୁ ଦୂରେଇ ଯାଇଥିଲେ ପ୍ରକୃତି । ତେବେ, ଏହାରି ଭିତରେ ଟର୍ଚ୍ଚା ହେଉଛି ଯେ, ପ୍ରକୃତି ବାବୁଶାନଙ୍କୁ ଭୁଲି ଆଉ ଜଣେ ଯୁବକଙ୍କୁ ଡେଟ୍ କରୁଛନ୍ତି। ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। 

Video Thumbnail
Share
Advertisement
Read More