Videos

Rani Panda: ପୁଣିଥରେ ପ୍ରେମରେ ହାରିଲେ ରାଣୀ ପଣ୍ଡା, ଭିଡିଓ ହେଲା ଭାଇରାଲ

Rani Panda: ଯାତ୍ରା ଅଭିନେତ୍ରୀ ତଥା ସମାଜସେବୀ ରାଣୀ ପଣ୍ଡାଙ୍କୁ ଓଡ଼ିଶାରେ କିଏ ବା ନଜାଣେ। ନିଜ ବ୍ୟକ୍ତିଗତ ଜୀବନ ହେଉ ବା ବୃତ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ତେବେ କିଛିମାସ ତଳେ ନିଜ ପ୍ରେମ ଜୀବନକୁ ନେଇ ଅନେକ ଷ୍ଟେଟମେଣ୍ଟ ସେୟାର କରିଥିଲେ ଅଭିନେତ୍ରୀ। ଆଉ ଏବେ ପୁଣିଥରେ ରାଣୀ ପଣ୍ଡା କାନ୍ଦି କାନ୍ଦି ଭିଡିଓ ସେୟାର କରିଛନ୍ତି ରାଣୀ। ତେବେ ଏହି ଭିଡିଓଟି କୌଣସି ଏକ ଆଲବମର ବୋଲି ଅନୁମାନ କରାଯାଉଛି। ଆପଣ ବି ଦେଖନ୍ତୁ ଭାଇରାଲ ଭିଡିଓ

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More