Videos

Romyanjali Viral Video: ହୋଲିରେ ଭାଇରାଲ୍ ହେଉଛି ଅଭିନେତ୍ରୀ ରୋମ୍ୟାଞ୍ଜଳିଙ୍କ ଏହି ଭଡିଓ, ଦେଖନ୍ତୁ...

Actress Romyanjali Viral Dance Video: ଆଲବମ୍ ଅଭିନେତ୍ରୀ ରୋମାଞ୍ଜଳି ପ୍ରିୟଦର୍ଶିନୀ ଓଡ଼ିଶାର ଖୁବ ପରିଚିତ। ନିକଟରେ ଅଭିନେତ୍ରୀଙ୍କ ଅନେକ ଆଲବମ୍ ହିଟ୍ ହୋଇଛି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ଏବଂ ସମୟ ସମୟରେ ନିଜର ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ବର୍ତ୍ତମାନ ଏହି ଆଲବମ୍ ଅଭିନେତ୍ରୀଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେଉଛି। ଯେଉଥିରେ ସେ ଚତ୍ମକାର ଭାବେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More